ଇରାନ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ତେହରାନରୁ ଆରମ୍ଭ ହୋଇଥିବା ଏହି ହିଂସାତ୍ମକ ପ୍ରଦର୍ଶନ ଏବେ ଇରାନର ୫୦ ରୁ ଅଧିକ ସହରରେ ପହଞ୍ଚିଛି । ଏହି ପ୍ରତିବାଦଗୁଡିକ ସୁରକ୍ଷା ବାହିନୀର କାର୍ୟ୍ୟାନୁଷ୍ଠାନ ପରେ ତୀବ୍ର ହୋଇଛି । ତେହେରାନରୁ ୩୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଆଜନା ସହରରେ ସବୁଠାରୁ ହିଂସାତ୍ମକ ସଂଘର୍ଷ ଘଟିଛି । ଯାହା ଏବେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ପ୍ରଦର୍ଶନକାରୀ ମଧ୍ୟରେ ଭୟଙ୍କର ସଂଘର୍ଷ ସୃଷ୍ଟି କରିଛି । ୬ ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି । ଏଥିସହ ବିଭିନ୍ନ ସହରରେ ୨୦ ଜଣ ଗିରଫ ହୋଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି । ଅନ୍ୟପଟେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବା ସହ ଆଲୋଚନା ପାଇଁ ଏକ ପରିବେଶ ସୃଷ୍ଟି କରାଯିବ, ଏବଂ ଖୁବ୍ ଶୀଘ୍ର ସମାଜ, ଅର୍ଥନୀତିରେ ସ୍ଥିରତା ଦେଖିବୁ ବୋଲି ମଧ୍ୟ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।
ଇରାନରେ ସରକାର ବିରୋଧୀ ହିଂସା ; ୭ ଜଣଙ୍କର ଗଲାଣି ଜୀବନ, ୫୦ରୁ ଅଧିକ ସହରରେ ପହଁଚିଲାଣି ହିଂସା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







