The Ultimate Managed Hosting Platform
ADVERTISEMENT

ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କଲେ ଶିବାନୀ ଦାଣ୍ଡେକର

Facebook
Twitter
LinkedIn

ନୂଆଦିଲ୍ଳୀ : ଏହି ଦମ୍ପତି ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ଫେବୃଆରୀ ୧୯ରେ ବଲିଉଡ ଅଭିନେତା ଫରହାନ ଅଖତର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିଥିଲେ । ମହାରାଷ୍ଟ୍ରୀୟ ପାରମ୍ପରିକ ସହ ସେମାନେ vowରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା।

ନିକଟରେ ଅଭିନେତ୍ରୀ ତାଙ୍କ ବିବାହର କିଛି ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ନାମ ପରିବର୍ତ୍ତନ କରିଛନ୍ତି । ଶିବାନୀ ଦାଣ୍ଡେକର ବଦଳରେ ଶିବାନୀ ଦାଣ୍ଡେକର-ଅଖତର କରିଥିବା ଦେଖିବାକୁ ମିଳିଛି। ବିବାହ ଉତ୍ସବରେ କେବଳ ସେମାନଙ୍କର ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହୋଇଥିଲେ। ଦୁହେଁ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login