ଭୁବନେଶ୍ୱର : ଇଣ୍ଡିଆନ ରୋଡ୍ସ କଂଗ୍ରେସ ସମାବେଶରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତତୃତ୍ୱରେ ଦେଶରେ ସଡକ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡିରହିଛି । ଅର୍ଥର କୈାଣସି ଅଭାବ ନାହିଁ , ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା । ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକାରତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ । ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର , ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ । ସଚ୍ଚୋଟ ବି ହେବା ଦରକାର , ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ । ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ।
୨୦୧୪ ପରେ ସଡ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ୧୧ ବର୍ଷରେ ୬୦ ପ୍ରତିଶତ ସଡକ ନିର୍ମାଣ ହୋଇଛି । ଗଡକରୀଙ୍କ ଭିଜନ ପାଇଁ ଆଜି ଦେଶର ସଡକପଥ ବିକଶିତ ହୋଇଛି । ଓଡିଶାକୁ ବିକଶିତ କରିବାକୁ ଭିଜନ ରଖାଯାଇଛି । ୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ପୋର୍ଟ, ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି । ୨୦୧୪-୨୪ ମଧ୍ୟରେ ସଡକ ପଥର ବିକାଶ ପାଇଁ ୧୦ ହଜାର କୋଟି ମିଳିଛି ।
ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନ ; ଅର୍ଥର ଅଭାବ ନାହିଁ , ଶୀଘ୍ର ନିଷ୍ପତ୍ତି ନିଅନ୍ତୁ କହିଲେ ନୀତିନ ଗଡକରେ । ୨୦୨୯ ସୁଦ୍ଧା ହଜାରେ କିମି ରାସ୍ତା ନିର୍ମାଣ ଲକ୍ଷ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







