The Ultimate Managed Hosting Platform
ADVERTISEMENT

ଇଡି ରିମାଣ୍ଡରେ ଅଲ ଫଲାହ ପ୍ରତିଷ୍ଠାତା

Facebook
Twitter
LinkedIn

ନୂଆଦିଲ୍ଲୀ : ୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ ଫଲାହ ପ୍ରତିଷ୍ଠାତା । ଅଲ ଫଲାହ ୟୁନିଭରସିଟି ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକ ଇଡି ରିମାଣ୍ଡରେ । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକ । ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକଙ୍କୁ କାଲି ଗିରଫ କରିଥିଲା ଇଡି । ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଛି ପରିଦାବାଦର ଅଲ ଫଲାହ ୟୁନିଭର୍ସିଟି ।
ଅଲ୍ ଫଲାହ ପ୍ରତିଷ୍ଠାତା ତଥା ମାଲିକ ସିଦ୍ଦିକିଙ୍କ ବାସଭବନରେ ଚଢ଼ଉ ପରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ । ଏହାପରେ ଇଡି ତାଙ୍କୁ ପିଏମ୍ ଏଲ୍ ଏ ଅଧୀନରେ ଗିରଫ କରିଥିଲା । ସିଦ୍ଦିକିଙ୍କ ସହ ଜଡ଼ିତ ଏକାଧିକ କମ୍ପାନିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଅଲ୍ ଫଲାହ ଗ୍ରୁପ୍ ର ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login