ପାଟନା : ପାଟନା ଇଡି ଅଫିସରେ ପହଁଚିଲେ ଲାଲୁ ଯାଦବ । ଚାକିରି ବଦଳରେ ଜମି ମାମଲାରେ ଇଡି ଅଫିସରେ ପହଁଚିଲେ । ଇଙ୍ଗି ଅଫିସ ବାହାରେ ଆରଜେଡି କାର୍ଯ୍ୟକର୍ତ୍ତାଙ୍କ ବିକ୍ଷୋଭ ।ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆରଜେଡି କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ଜମିଛି । ଲାଲୁଙ୍କୁ ସମନ ନେଇ ପ୍ରତିବାଦ କରିଛନ୍ତି ଆରଜେଡି କର୍ମକର୍ତ୍ତା ।
Views: 98











