The Ultimate Managed Hosting Platform
ADVERTISEMENT

ଆହୁରି ୨୪ ଘଣ୍ଟା ବର୍ଷିବ , ପାଣିପାଗ ବିଭାଗର ଆଲର୍ଟ

Facebook
Twitter
LinkedIn

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷା ହେବା ଫଳରେ ଅନେକ ସ୍ଥାନରେ କୃତିମ ବନ୍ୟା ଦେଖାଦେଇଛି । ତେବେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ । ଏହାରି ଭିତରେ ବର୍ଷା ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଝଡ଼ ପବନ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। । ସୁନ୍ଦରଗଡ଼, ଝାରସୁଗୁଡା , ସମ୍ବଲପୁର,ଦେଓଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର,ବରଗଡ଼, ବାଲେଶ୍ଵର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗତସିଂହପୁର,ଅନୁଗୁଳ,ଢେଙ୍କାନାଳ,କେଉଁଝର,ମୟୁରଭଞ୍ଜ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login