The Ultimate Managed Hosting Platform
ADVERTISEMENT

ଆସୁଛି ଆଉ ଏକ ଲଘୁଚାପ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

Facebook
Twitter
LinkedIn

ଡିସେମ୍ବର ୫ ବେଳକୁ ଆସୁଛି ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଡିସେମ୍ବର ୫ ତାରିଖ ବେଳକୁ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଉପକୂଳ ଆଡେ ମୁହାଇଁବ । ନଚେତ୍‌ କେନ୍ଦ୍ରୀୟ ତାମିଲନାଡୁ ଆଡେ ଅଗ୍ରସର ହେବ ।
ଏହା ସ୍କାଏମେଟ୍‌ ଆକଳନ କରିଛି ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ । ଡିପ୍ରେସନର ରୂପ ନେବା ସମ୍ଭାବନା ବି ରହିଛି । ତେବେ ବାତ୍ୟା ହେବାର ଏବେ ସମ୍ଭାବନା ନଥିବା ମଧ୍ୟ କହିଛି ପାଣିପାଗ ବିଭାଗ । ଆସନ୍ତା ୫ ତାରିଖରୁ ୮ ତାରିଖ ଭିତରେ ଏହା ସ୍ଥଳଭାଗରେ ପହଞ୍ଚିଯିବ । ଦ୍ରୁତ ଗତିରେ ଆଗକୁ ବଢ଼ିବା ସମ୍ଭାବନା ଥିବାରୁ ବାତ୍ୟାର ରୂପ ନେବାର କିଛି ସମ୍ଭାବନା ନାହିଁ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ଭଲ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login