The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆସିଗଲା ପ୍ରେମ ରୁତୁ, ଆଜି ରୋଜ ଡେ

Facebook
Twitter
LinkedIn

ଆଜି ହେଉଛି ଗୋଲାପ ଦିବସ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ ପାଳନ କରାଯାଇଥାଏ, କିନ୍ତୁ ଏହା ପୂର୍ବରୁ ଏହି ଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଏହି ଫେବୃଆରୀ ମାସର ପ୍ରଥମ ଦିନ ଅର୍ଥାତ ଆଜିର ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଏ । ଯାହାକି ପ୍ରତିବର୍ଷ ୭ ତାରିଖରେ ପାଳନ ହୋଇଥାଏ । ଏହିଦିନରେ ପ୍ରେମ, ଏବଂ ବନ୍ଧୁତ୍ବ ପାଇଁ ଏହି ଦିନ ଖୁବ୍ ଖାସ ହୋଇଥାଏ । ଏହି ଦିନରେ ନିଜ ପ୍ରିୟଜନଙ୍କୁ ଗୋଲାପ ଫୁଲ ଦେଇ ସ୍ପେଶାଲ ଅନୁଭବ କରାଯାଇଥାଏ । ଆମେ ଏଠାରେ କହି ରଖୁଛୁ କି ବିଭିନ୍ନ ରଙ୍ଗର ଗୋଲାପ ଏକ ଭିନ୍ନ ବାର୍ତା ଦେଇଥାଏ । ଯେପରିକି ଲାଲ ଗୋଲାପ ପ୍ରେମର ପ୍ରତୀକ ଭାବେ ବିଚାର କରାଯାଏ । ସେହିପରି ଗୋଲାପି କୃତଜ୍ଞତା ଓ ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ବ ପାଇଁ ଧଳା ରଙ୍ଗର ଗୋଲାପ କ୍ଷମାର ପ୍ରତୀକ ଅଟେ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ପ୍ରେମ କରିବାର ଖାସ୍ ମାସ ହେଉଛି ଫେବୃଆରୀ । ଏହି ମାସର ଆରମ୍ଭରୁ ହିଁ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ଖାସ୍ କରି ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login