The Ultimate Managed Hosting Platform
ADVERTISEMENT

ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ଦୀପ ଜାଳନ୍ତୁ- ଉପମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ । ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ଆଜି ମହିଳା , ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା ଟ୍ରାନ୍ସଫର କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟର ପ୍ରତି ସୁଭଦ୍ରା ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ପ୍ରତି ମହିଳାଙ୍କୁ ଅପିଲ କରିଛନ୍ତି ପ୍ରଭାତୀ ପରିଡା। ଆଜି ଆକାଉଣ୍ଟକୁ ଆସିଛି ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟ ଟଙ୍କା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ADVERTISEMENT
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ଅପେକ୍ଷା ରଥ ଟାଣିବା ପାଇଁ

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡିଶା ପୋଲିସର ସୂଚନା, ୨ ଘଣ୍ଟାରୁ ଉଦ୍ଧ୍ୱର୍ ଅପେକ୍ଷା କରିବାକୁ ପଡିପାରେ

ପୁରୀ : ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡିଶା ପୋଲିସର ଜରୁରୀ ସୂଚନା । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏକ୍ସ ଜରିଆରେ ସୂଚନା । ଦୁଇ...

Login