The Ultimate Managed Hosting Platform
ADVERTISEMENT

ଆଲିଆ ଏବଂ ରଣବୀର ନିଜ ଝିଅ ପାଇଁ ରଖିଛନ୍ତି କିଛି ନିୟମ, ଜାଣନ୍ତୁ କାହିଁକି…

Facebook
Twitter
LinkedIn

ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି। ଆଲିଆ ରବିବାର ଦିନ ଝିଅକୁ ଜନ୍ମ ଦେଇଛନ୍ତି। ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ତାଙ୍କ ଝିଅ ସହିତ ଘରକୁ ଆସିଛନ୍ତି। ହେଲେ ଝିଅର ଫଟୋ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଆଲିଆ ଏବଂ ରଣବୀର ନିଜ ଝିଅ ପାଇଁ କିଛି ନିୟମ ରଖିଛନ୍ତି।

ସେ ବନ୍ଧୁ କିମ୍ବା ପରିବାର ସଦସ୍ୟ ହୁଅନ୍ତୁ, ଯଦି କେହି ଶିଶୁର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି, ତେବେ ଏହା ଭାଇରାଲ ହୋଇଯିବ। ଯେଉଁଥିପାଇଁ ଦୁହେଁ ଚାହୁଁ ନାହାଁନ୍ତି । କାହିଁକି ନା ତାଙ୍କ ଝିଅ ଏପର୍ଯ୍ୟନ୍ତ ଛୋଟ। ଏହି କାରଣରୁ ସେମାନେ ଝିଅକୁ ସମସ୍ତଙ୍କଠାରୁ ଦୂରେଇ ରଖିବାକୁ ଚାହାଁନ୍ତି। ପ୍ରତ୍ୟେକ ଅତିଥିଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ କହିଛନ୍ତି । ଏବେ ଲିମିଟେଟ୍‌ ଲୋକ ଆସିବାକୁ ଅନୁରୋଧ କରିଛନ୍ତି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login