The Ultimate Managed Hosting Platform
ADVERTISEMENT

ଆର୍ଯ୍ୟନ୍ ଖାନ ମାମଲା: ୧୮ କୋଟିରେ ଫାଇନାଲ୍ ହୋଇଥିଲା ଡିଲ୍

Facebook
Twitter
LinkedIn

ମୁମ୍ବାଇ : ଆର୍ଯ୍ୟନ ଖାନ ମାମଲାରେ ଏନସିବିର ପୂର୍ବତନ ଅଧିକାରୀ ସମୀର ୱାନଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜୀକୃତ କରିଛି। ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କୁ ନ ଫସାଇବା ପାଇଁ ସମୀର ୱାନଖେଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏଫଆଇଆର ମୁତାବକ, ସମୀର ୱାନଖେଡେଙ୍କ ନିର୍ଦ୍ଦେଶରେ ଗୋସାଭି ଆର୍ୟ୍ୟନ ଖାନ ମାମଲାରେ ୨୫ କୋଟି ଟଙ୍କା ମାଗିଥିଲେ। ଏହି ରାଶି ବଦଳରେ ସେ ଭରସା ଦେଇଥିଲେ କି, ଆର୍ୟ୍ୟନ ଖାନଙ୍କୁ ଡ୍ରଗ୍ ମାମଲାରେ ଫସାଯିବ ନାହିଁ। ସମୀର ୱାନଖେଡେ ଏହି ଡିଲ୍ ପାଇଁ ଟଙ୍କା କାରବାରରେ ଗୋସାଭିଙ୍କୁ ସମ୍ପୂର୍ଣ୍ଣ ଛାଡ ଦେଇଥିଲେ। ଗୋସାଭି ୧୮ କୋଟି ଟଙ୍କାରେ ଡିଲ୍ ଫାଇନାଲ କରିଥିଲେ। କେବଳ ଏତିକି ନୁହେଁ, ସେ ଅଗ୍ରୀମ ଭାବରେ ୫୦ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login