ବାଲେଶ୍ୱର : ବିଳମ୍ବ ପାଇଁ ଆମ୍ବୁଲାନ୍ସ ସହ କର୍ମଚାରୀ ଅଟକ । ଟାଉନଥାନା ମିର୍ଜାପୋଖରୀ ଗାଁ ଲୋକେ ଅଟକ ରଖିଲେ । ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ଟାଉନ ପୋଲିସର ବୁଝାସୁଝା । ଦୁର୍ଘଟଣାରେ ଗୁରୁତର ଜଣଙ୍କୁ ମେଡିକାଲ ନେବାକୁ ଫୋନ କରିଥିଲେ । ମାତ୍ର ଅଧ କିମି ଦୂରରୁ ଆମ୍ବୁଲାନ୍ସ ଆସିବା ବିଳମ୍ବରୁ ଉତ୍ତେଜନା । ଆଗ ପିସିଆର ପହଁଚିବା ସତ୍ତ୍ୱେ ଆମ୍ବୁଲାନ୍ସ ପଛରେ ପହଁଚିବାରୁ ଅଟକ ।
ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ !
Views: 69