The Ultimate Managed Hosting Platform
ADVERTISEMENT

ଆମୋନିଆମ ଗ୍ୟାସ ଲିକ ; ୪ ଅସୁସ୍ଥ

Facebook
Twitter
LinkedIn

ପାରାଦୀପ : ଆଇସପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ । ଲକ ଥାନା ପାରାଦୀପ ଗଡ ପ୍ଲାଣ୍ଟରେ ଅଘଟଣ । ଗ୍ୟାସ ଲିକ ଯୋଗୁ ୪ ଜଣ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା । କମ୍ପାନୀର ହୋଷ୍ଟ ପାଇପ ଫାଟିବାରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଗ୍ୟାସ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଖି ଓ ନାକ ପୋଡ଼ୁଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login