The Ultimate Managed Hosting Platform
ADVERTISEMENT

ଆମେରିକାରୁ ୧୧୯ ପ୍ରବାସୀଙ୍କୁ ଧରି ଫେରୁଛି ବିମାନ

Facebook
Twitter
LinkedIn

ଭୁବନେଶ୍ୱର : ୧୧୯ ଭାରତୀୟ ଅପ୍ରବାସୀଙ୍କୁ ନେଇ ଆମେରିକା ବାୟୁସେନାର ଯୁଦ୍ଧବିମାନ ପଞ୍ଜାବର ଅମୃତସରରେ ଅବତରଣ କରିବ । ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରଶାସନ ସ୍ବଦେଶ ଫେରାଇ ଦେଉଛି । ଆଜି ଫେରୁଥିବା ଅବୈଧ ପ୍ରବାସୀଙ୍କୁ ଧରି ରାତିରେ ପହଞ୍ଚିବ ୟୁଏସ ବିମାନ । ଅମୃତସର ଏୟାରପୋର୍ଟରେ ରାତି ୧୦ରୁ ୧୧ ମଧ୍ୟରେ ବିମାନ ଅବତରଣ କରିବ । ଏଥିରେ ୧୧୯ ଲୋକ ରହିଛନ୍ତି । ଏମାନଙ୍କ ମଧ୍ୟରେ ପଞ୍ଜାବରୁ ୬୭ ଜଣ, ହରିୟାଣାରୁ ୩୩ ଜଣ, ଗୁଜରାଟରୁ ୮ ଜଣ, ଉତ୍ତର ପ୍ରଦେଶରୁ ୩, ଗୋଆ ଏବଂ ମହାରାଷ୍ଟ୍ରରୁ ୨-୨ ଏବଂ ରାଜସ୍ଥାନ, ଜମ୍ମୁ ଏବଂ ହିମାଚଳରୁ ଜଣେ ଜଣେ ରହିଛନ୍ତି । ଏହା ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ଅବୈଧ ପ୍ରବାସୀଙ୍କୁ ନେଇ ଫେରୁଥିବା ବିମାନ ଅମୃତସରର ଲ୍ୟାଣ୍ଡ କରିସାରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇଦିବସୀୟ ଆମେରିକା ଯାତ୍ରା ଶେଷ ହୋଇଛି । ମୋଦି ଆମେରିକାରୁ ଭାରତ ଫେରିବାକୁ ପ୍ରସ୍ତୁତି କରିଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login