The Ultimate Managed Hosting Platform
ADVERTISEMENT

ଆନ୍ଧ୍ର ଭାଷା ବିଜେଡି କହୁଛି –ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ସମାଲୋଚନାର ଜବାବ ଦେଲା ବିଜେପି । ଲଳିତେନ୍ଦୁ ମହାପାତ୍ର , ମୁକେଶ ମହାଲିଙ୍ଗ , ସୂର୍ଯ୍ୟବଂଶୀ ସୂରଜ , ସନାତନ ବିଜୁଳିଙ୍କ ଜବାବ । ବିଜେଡି ମୁହଁରେ ଆନ୍ଧ୍ର ଭାଷା ବୋଲି କହିଲେ ବିଜେପି ବିଧାୟକ । ଅସହିଷ୍ଣୁ ହୋଇ ବିଜେଡି ନେତା ମତ ରଖିବା ଦୁଃଖଦାୟକ, ଦୁର୍ଭାଗ୍ୟଜନକ । ସ୍କୁଲ ପିଲାଙ୍କ ସହ ବନେ୍ଦ ଉକôଳଜନନୀ ଗାନ , ବରପୁତ୍ରଙ୍କ ସ୍ମୃତିଚାରଣ ଅପରାଧ କି । ଯଦି ଏହା ଅପରାଧ , ଆମେ କହିବୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏ ଅପରାଧ କରନ୍ତୁ । କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ବିଜେଡି ଧର୍ମେନ୍ଦ୍ରଙ୍କ ଗୋବ୍ୟାକକୁ ବିରୋଧ କରିବା ଯାହା ଆନ୍ଧ୍ର ସପକ୍ଷରେ କହିବା ତାହା । ଆନ୍ଧ୍ର ଭାଷା ବିଜେଡି କହୁଛି ବୋଲି କହିଲେ ବିଜେପି ବିଧାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login