ହାଇଦ୍ରାବଦ : ଲେଡିଜ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା । କ୍ରିଷ୍ଣା ଜିଲ୍ଲାର ଏକ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ । ବାଥରୁମରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତି ଜନକ ଫଟୋ, ଭିଡିଓ ସଂଗ୍ରହ । ୩ ଶହରୁ ଅଧିକ ଆପତ୍ତି ଜନକ ଫଟୋ, ଭିଡିଓ ସଂଗ୍ରହ କରି ବିକ୍ରି । ଉକ୍ତ କଲେଜର ଜଣେ ବିଟେକ ଛାତ୍ର ଗୁପ୍ତ କ୍ୟାମେରା ଖଂଜିଥିବା ସୂଚନା । ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ବିକ୍ରି କରିଥିଲା ଉକ୍ତ ଛାତ୍ର । କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ , ଭିଡିଓ ବିକ୍ରି । ଘଟଣା ସମ୍ପର୍କରେ ଜଣାପଡିବା ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ । ଶହ ଶହ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ପରେ ତପ୍ôôର ହେଲା ପୋଲିସ । ସମ୍ପୃକ୍ତ ଛାତ୍ରକୁ ଗିରଫ ସହ ତଦନ୍ତ ଜାରି ରଖିଛି ଆନ୍ଧ୍ର ପୋଲିସ । ଗୁଦଲାଭାଲେରୁ କଲେଜ ଅଫ୍ ଇଞ୍ଜିନିୟରିଂ କ୍ୟାମ୍ପସ୍ ମହିଳା ହଷ୍ଟେଲ ଭିତରେ ହିଡେନ୍ କ୍ୟାମରୋ ଲାଗିଥିବା ଅଭିଯୋଗରେ ପୁଲିସ୍ ଜଣଙ୍କୁ ଗିରଫ କରିଛି ସତ ହେଲେ ଅଭିଯୁକ୍ତଙ୍କ ପରିଚୟ ଏପର୍ୟ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ଏହି ମାମଲାରେ ପୁଲିସ୍ ଏବେ ଅଧିକ ତଦନ୍ତ କରୁଛି।
ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ : ଲେଡିଜ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











