The Ultimate Managed Hosting Platform
ADVERTISEMENT

ଆତ୍ମ ସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

Facebook
Twitter
LinkedIn

ମାଲକାନଗିରି : ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି କତୋଗୁଡ଼ମ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଇଉଗ କ୍ୟାଡର, ୪ଜଣ ପାର୍ଟି ମେମ୍ବର ରହିଛନ୍ତି । ମାଓ ସଂଗଠନରେ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ସହ ମହିଳା ମାନଙ୍କୁ ଅତ୍ୟାଚାର କରାଯାଉଥିବାରୁ ମାଓ ସଂଗଠନ ଛାଡିଥିବା ସରେଣ୍ଡର ମାଓବାଦୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login