ଭୁବନେଶ୍ୱର : ଆଜି ସରୁଛି ମୁଖୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିଛନ୍ତି । ଅନ୍ୟପଟେ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବେ ଅନୁ ଗର୍ଗ । ଲୋକସେବା ଭବନରେ ମନୋଜ ଆହୁଜାଙ୍କଠାରୁ ନେବେ ଦାୟିତ୍ୱ । ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ । ୧୯୯୧ ବ୍ୟାଚର ଆଇଏଏସ ୍ଫିସର ହେଉଛନ୍ତି ଅନୁଗର୍ଗ । ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରହି ଅନୁ ଗର୍ଗଙ୍କ କାର୍ଯ୍ୟକାଳ ।
Views: 85











