The Ultimate Managed Hosting Platform
ADVERTISEMENT

ଆଜି ପୌର ଫଇସଲା : ୩ ମହାନଗର ନିଗମ ପୌରାଞ୍ଚଳରେ ବାଜି ମାରିବ କିଏ ?

Facebook
Twitter
LinkedIn

ଭୁବନେଶ୍ୱର : ୩ ମହାନଗର ନିଗମରେ ଆସିବ ପୌର ରେଜଲ୍ଟ । କିଏ ପିନ୍ଧିବ ମେୟର ତାଜ୍ ? ପୌରାଞ୍ଚଳରେ ବାଜି ମାରିବ କିଏ ? ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ତେବେ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ଚିତ୍ର। ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାସହ ୪୭ ଟି ମ୍ୟୁନିସିପାଲ ଏବଂ ୫୯ ଟି ଏନଏସି ସହ ମୋଟ୍ ୧୦୬ଟି ପୌର ପରିଷଦର ଆସିବ ରେଜଲ୍ଟ । ଇଭିଏମରେ ସିଲ୍ ହୋଇଥିବା ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ।

ସୂଚନା ଅନୁଯାୟୀ, ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି । ଏଥର ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ୧୮୨୫ ୱାର୍ଡର ୪ ହଜାର ୩୬୦ ବୁଥରେ ମୋଟ୍ ୬ ହଜାର ୪୧୧ ପ୍ରାର୍ଥୀଙ୍କ ପାଇଁ ଭୋଟ ନିଆଯାଇଥିଲା। ୩ ମହାନଗର ନିଗମରେ କିଏ ପିନ୍ଧିବେ ମେୟର ତାଜ୍ । ଏହା ସହ ୧୦୬ଟି ପୌରାଞ୍ଚଳରେ ବାଜି ମାରିବ କିଏ- ତେବେ ଆଜି ଭୋଟ ଗଣତି ପରେ ସବୁ ହୋଇଯିବ ସ୍ପଷ୍ଟ । ନିର୍ବାଚନ ଫଳ କହିବ କେଉଁ ସହରରେ କେଉଁ ୱାର୍ଡରେ କାହାର ଚାଲିବ ରାଜ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login