ଆଠଗଡ : ବାବା ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକର ଦ୍ୱିତୀୟ ଦିନ । ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଦ୍ୱାର ଫିଟା ନୀତି ପରେ ସର୍ବସାଧାରଣଙ୍କୁ ଦର୍ଶନ ସୁଯୋଗ । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ । ୨ଜଣ ଅତିରିକ୍ତ ଏସପି, ୫ଜଣ ମାଜିଷ୍ଟେଟ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
Views: 50











