The Ultimate Managed Hosting Platform
ADVERTISEMENT

ଆଜି ନିଳାଦ୍ରୀ ବିଜେ; ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ

Facebook
Twitter
LinkedIn

ପୁରୀ: ଆଜି ନୀଳାଦ୍ରିବିଜେ । ନିଳକନ୍ଦରକୁ ଯିବେ ନିଳାଦ୍ରିନାଥ । ବଡଦାଣ୍ଡ ଛାଡି ଗୋଟି ପହଣ୍ଡିରେ ବଡଦେଉଳକୁ ଯିବେ ଶ୍ରୀଜିଉ । ମାନଭଂଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ କାଳିଆ ସାଆନ୍ତ । କାଲିଠୁ ରତ୍ନ ସିଂହାସନରେ ନୀତିକାନ୍ତି , ଭକ୍ତଙ୍କୁ ମିଳିବ ଅବଢା । ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ। ଏହାପରେ ସିଂହାସନ ମାଜଣା କରାଯାଇ ପହଣ୍ଡି ଆରମ୍ଭ ହୋଇଥାଏ।ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯାଉଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡି ହୋଇ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନକୁ ଫେରିଥାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login