The Ultimate Managed Hosting Platform
ADVERTISEMENT

ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ

Facebook
Twitter
LinkedIn

ଅହମଦାବାଦ: ଆଜି ମୁହାଁ ମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ । ବିଶ୍ବକପ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଆଫଗାନିସ୍ତାନର ପରବର୍ତ୍ତୀ ନଜର ସେମିଫାଇନାଲ୍ ଉପରେ। ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆଜି କଡା କସରତ କରିବା ଆଫଗାନିସ୍ତାନ । ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍ ଜିତିସାରିଥିବା ଆଫଗାନିସ୍ତାନକୁ ଉନ୍ନତ ରନ୍ରେଟ୍ ସହ ଆଉ ଗୋଟିଏ ବିଜୟ ଆବଶ୍ୟକ ହେଉଛି। ତେଣୁ ଶେଷ ମୁକାବିଲାରେ ଶୁକ୍ରବାର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଦକ୍ଷିଣ ଆଫ୍ରିକା ସହ ଅହମଦାବାଦରେ ଭେଟିବ ଆଫଗାନିସ୍ତାନ। ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛି। ତଥାପି ଏହି ଦଳ ବିଜୟ ଧାରା ଅବ୍ୟାହତ ରଖିବାକୁ ଚାହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login