The Ultimate Managed Hosting Platform
ADVERTISEMENT

ଆଜି ଆସୁଛନ୍ତି ଅମିତ ଶାହା, ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ପ୍ରଚାର

Facebook
Twitter
LinkedIn

ଭୁବନେଶ୍ୱର : ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହା । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ପ୍ରଚାର । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଭଦ୍ରକ ଚାନ୍ଦବାଲି, ଯାଜପୁର କୋରେଇ ଶେଷରେ ନିମାପଡାରେ କରିବେ ପ୍ରଚାର ।୩ଟି ସଂସଦୀୟ କ୍ଷେତ୍ରର୩ଟି ଅଲଗା ଅଲଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ କରିବେ ପ୍ରଚାର । ଶେଷ ପର୍ଯ୍ୟାୟରେ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ଜୁନ ୧ରେ ପଡିବ ଭୋଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login