The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୬-୦୩-୨୦୨୩ ରିଖ ରବିିବାର)

Facebook
Twitter
LinkedIn

ମେଷ-ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ | ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ | ଚାକିରୀଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ |

ବୃଷ-ଜୀବନ ସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ ପ୍ରତିଟି କାମ ମନ ଦେଇ କଲେ ସଫଳତା ପାଇବେ

ମିଥୁନ-ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ | ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂତନ କାମରେ ସାହାଯ୍ୟ କରିବେ | ନୀତି ଦିନିଆ କାମ ସହଜରେ ପୁରା ହୋଇ ପାରିବ |

କର୍କଟ-କଳା ଓ ସଂଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ | ଆପଣ କରି ଅସୁଥୁବା ଉଦ୍ୟମରେ ସଫଳ ହେବେ | କର୍ମ କ୍ଷେତ୍ରରେ ଧନ ଲାଭର ଯୋଗ ରହିଛି |

ସିଂହ-ଆଗକୁ ବଢିବାକୁ ଜୀବନ ସାଥିଙ୍କର ସହଯୋଗ ମିଳି ପାରେ | ବେପାର କ୍ଷେତ୍ରରେ ନୂତନ ଚିନ୍ତାଧରା ମନ ଭିତରେ ଆସିପାରେ | ଅଫିସ କାର୍ଯ୍ୟ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ |

କନ୍ୟା-ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଅର୍ଥ ଲାଭ ଯୋଗ ରହିଛି |ସାମାଜିକ ସଂସ୍ଥାର କାର୍ଯ୍ୟରେ ସହଯୋଗ କରିବେ |
ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବେ |

ତୁଳା-ପ୍ରେମିମ ପ୍ରେମିକାଙ୍କ ପାଇଁ ଆଜି ଦିନଟି ଭଲ ରହିବ | ସରକାରୀ କାର୍ଯ୍ୟ ପୂରଣ କରିବାରେ ସମୟ ଲାଗି ପାରେ | ବ୍ୟବସାୟରେ ଚୁକ୍ତି କରିବାକୁ ଯାଉ ଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ |

ବିଛା-ଅଚାନକ ଧନ ଲାଭର ଯୋଗ ରହିଛି | ବିଜ୍ଞାନ ଛାତ୍ରଙ୍କ ଲାଗି ଆଜି ଦିନଟି ଭଲ ରହିବ | ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ | ବଡ଼ କମ୍ପାନୀରୁ ଚାକିରୀ ପାଇଁ ଡ଼ାକରା ଆସି ପାରେ |

ଧନୁ-ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପାଇବେ | କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରି ପାରନ୍ତି | ଲୋକ ମାନଙ୍କୁ ସହଜରେ ପ୍ରଭାବିତ କରି ପାରନ୍ତି |

ମକର-ବନ୍ଧୁ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ରହିବ | ଚାକିରୀ ଖୋଜୁ ଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ | ଆପଣଙ୍କ ବ୍ୟବହାର ଦ୍ୱାରା ଲୋକ ମାନେ ପ୍ରଭାବିତ ହେବେ |

କୁମ୍ଭ-ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ | ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘଦିନ ଧରି ରହିବ |

ମୀନ-ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନ ସାଥିଙ୍କ ସହ କଥା ହେବେ | ବ୍ୟବସାୟରେ ଲଗାଇ ଥିବା ଅର୍ଥକୁ ଫେରି ପାଇବେ | ବନ୍ଧୁ ସହ ଆଲୋଚନା କଲେ ଉତ୍ତମ ପରାମର୍ଶ ପାଇବେ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login