ମେଷ:- ଗୃହର ରକ୍ଷାଣାବେକ୍ଷଣ ଏବଂ ସାଜସଜା କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ପାଇବ । ମା’ଙ୍କ ସହଯୋଗ ମିଳିବ ଓ ପରିବାରରେ ସୁଖ ଶ।।ନ୍ତି ବଜାୟ ରହିବ । ପରିବାରରେ ଧାର୍ମିକ କାର୍ଯ୍ୟରେ ମଧ୍ୟ ଯୋଗ ରହିଛି । ଆଜି ମେଶ ରାଶିକୁ ଶ୍ରୀଚନ୍ଦ୍ର ହେତୁ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ ।
ବୃଷ:– ବୌଦ୍ଧିକ କାର୍ଯ୍ୟରୁ ଆୟ ହୋଇପାରେ । ଶିକ୍ଷାଗର କାର୍ଯ୍ୟଗୁଡିକ ସୁଖଦ ଫଳାଫଳ ପ୍ରଦାନ କରିବ । ଆତ୍ମ ବିଶ୍ୱାସରେ ଅଭାବ ପରିଲିକ୍ଷିତ ହେବ । ସମସ୍ତ କାର୍ଯ୍ୟ ବିଳମ୍ବରେ ସଂପୁର୍ଣ୍ଣ ହେବ । ମନ ଅସୁବିଧାରେ ପଡିପାରେ ।
ମିଥୁନ:- ଜୀବନ ଅସଂଗଠିତ ହେବା ସହ ସାଙ୍ଗ ମାନଙ୍କ ସମର୍ଥନ ପାଇବେ । ପରୋପକାରୀ ହେବେ । ପରିବାର ସୁଖ ଶାନ୍ତି ବୃଦ୍ଧି ପାଇବା ସହ ମନ ଖୁସି ରହିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଯୋଗ ରହିଛି ।
କର୍କଟ:- ବ୍ୟବସାୟ ପାଇଁ ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସର୍ବଦା ଚଞ୍ଚଳ ରହିବେ । ମନ ଖୁସି ରହିବ ସତ ମାତ୍ର ଅନାବଶ୍ୟକୀୟ ବିବାଦରୁ ଦୂରେଇ ରୁହନ୍ତୁ । ପିିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।
ସିଂହ:- ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବାର୍ତ୍ତାଳାପରେ ସନ୍ତୁଳିତ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟପ୍ରତି ଧ୍ୟାନ ଦିଅନ୍ତୁ । କର୍ମ କ୍ଷେତ୍ରରେ ବାଧା ଉପୁଜିପାରେ । ଆୟ ହ୍ରାସ ପାଇବା ସହ ଭ୍ରମଣର ସମ୍ଭାବନା ରହିଛି ।
କନ୍ୟା:- ପ୍ରଶାସନିକ ସ୍ତରରୁ ସହାୟତା ମିଳିପାରେ । ସାଙ୍ଗମାନଙ୍କ ସମର୍ଥନ ମିଳିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ଚାକିରି ଓ ସାକ୍ଷାତକାର ଇତ୍ୟାଦିରେ ଆପଣଙ୍କୁ ସଫଳତା ମିଳିପାରେ ।
ତୁଳା:- ବନ୍ଧୁମାନଙ୍କ ସହଯୋଗ ପ୍ରାପ୍ତି ହେବା ସହ କଠିନ ପରିଶ୍ରମର ଯୋଗ ରହିଛି । ଖର୍ଚ୍ଚ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ । ଶିକ୍ଷା ଓ ଅନୁସନ୍ଧାନ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଭ୍ରମଣ ହୋଇପାରେ ।
ବିଛା:- ମନକୁ ଥଣ୍ଡା ରଖିବା ସହ ଅନାବଶ୍ୟକୀୟ କ୍ରୋଧରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ନୂତନ ଆୟର ବାଟ ଖୋଲିବାର ସମ୍ଭାବନା ରହିଛି । ପୁରୁଣା ବନ୍ଧୁଙ୍କ ସହ ମିଳନରେ ଖୁସି ହେବେ । ପୋଷାକ ପରିଧାନ ଉପରେ ଖର୍ଚ୍ଚ୍ର୍ ବୃଦ୍ଧିର ଯୋଗ ରହିଛି ।
ଧନୁ:- ସାଙ୍ଗସାଥୀ ମାନଙ୍କ ସମର୍ଥନ ପ୍ରାପ୍ତି ହେବେ । ଶିକ୍ଷାଗତ କାର୍ଯ୍ୟ ଗୁଡିକରେ ଶୁଭଫଳ ଯୋଗ ରହିଛି । ଅନାବଶ୍ୟକୀୟ ବିତର୍କରୁ ଦୂରେଇ ରୁହନ୍ତୁ । ନିଜ ମନର କୌଣସି କଥା କାହାରିକୁ ପ୍ରକାଶ କରନ୍ତୁ ନାହିଁ । ପିତାଙ୍କ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ ।
ମକର:- ସୁସ୍ୱାଦୁ ଖାଦ୍ୟପ୍ରତି ଆଗ୍ରହ ବୃଦ୍ଧି ପାଇବ । ଅଯଥା ଦ୍ରବ୍ୟନଷ୍ଟର ସମ୍ଭାବନା ରହିଛି । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁୁ । ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ । ଆୟ ଉତ୍ତମ ହେବା ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।
କୁମ୍ଭ:- କର୍ମ କ୍ଷେତ୍ରରେ ସାମାନ୍ୟ କଷ୍ଟ ଅନୁଭବ ହେବା ସହ ଅଧିକ ପରିଶ୍ରମର ଯୋଗ ରହିଛି । ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ସଂଗୀତ ପ୍ରତି ଆଗ୍ରହ ବଢିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବେ । ଧାର୍ମିକ ସ୍ଥାନକୁ ଭ୍ରମଣ ଯୋଗ ରହିଛି ।
ମୀନ:- ଆଜି ଆପଣଙ୍କର ମନ ଦୃଢ ରହିବା ସହ ଭାଷଣ ଆଦିରେ ମଧୁରତା ରହିବ । ମନ ଅଶାନ୍ତ ହୋଇପାରେ । ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଆୟ ଠିକ୍ ରହିବା ସହ ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ପରିବାରର ସମର୍ଥନ ପ୍ରାପ୍ତ ହେବେ ।
ଆଜି ଆପଣଙ୍କ ରାଶିରେ (ତା.୨୪-୦୩-୨୦୨୩ ରିଖ ଶୁକ୍ରବାର)
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











