The Ultimate Managed Hosting Platform
ADVERTISEMENT

ଆଜିଠୁ ବରଗଡ ଧନୁଯାତ୍ରା, ୧୧ ଦିନ ଧରି ଚାଲିବ

Facebook
Twitter
LinkedIn

ବରଗଡ : ଆଜିଠୁ ୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଆଜି ସନ୍ଧ୍ୟାରେ ଉଦଘାଟନ ସମାରୋହ । ବରଗଡ ସହର ମଥୁରା ନଗରୀ ପାଲଟିବା ବେଳେ ଅମ୍ବାପଲି ହେବ ଗୋପପୁର । ଜୀରାନଦୀ ହେବ ଯମୁନା । ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିମୋହିତ ହେବେ ବରଗଡ଼ବାସୀ । ୨୨ ଟି ଖୋଲା ରଙ୍ଗମଞ୍ଚ ମଞ୍ଚରେ ଅଭିନୟ କରିବେ କଳାକାର । ଆଜି ଅପରାହ୍ନ ୨ଟାରୁ କଳାକାରମାନେ ରଙ୍ଗମଞ୍ଚରେ ଅଭିନୟ କରିବେ । ସନ୍ଧ୍ୟା ୭ଟାରୁ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login