The Ultimate Managed Hosting Platform
ADVERTISEMENT

ଆଜିଠୁ ବଢିଲା ରେଳଭଡା

Facebook
Twitter
LinkedIn

ନୂଆଦିଲ୍ଲୀ : ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ । ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ । ସାଧାରଣ ବର୍ଗରେ ୧ ଓ ଏସି, ନନଏସିରେ ୨ ପଇସା ବୃଦ୍ଧି କଲା ରେଳ ବିଭାଗ । ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା । ଭାରତୀୟ ରେଳବାଇକୁ ମିଳିବ ବାର୍ଷିକ ୬୦୦ କୋଟିର ଫାଇଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login