The Ultimate Managed Hosting Platform
ADVERTISEMENT

ଆଜିଠୁ ଆନେ୍ଦାଳନକୁ ଓହ୍ଲାଇଲା ଡ୍ରାଇଭର ସଂଘ, ଅନିର୍ଦ୍ଦିଷ୍ଟ କାଳ ଷ୍ଟିୟରିଂ ଛାଡ

Facebook
Twitter
LinkedIn

ଭୁବନେଶ୍ବର: ତେଜିଲା ଟ୍ରକ ଡ୍ରାଇଭର ମହାସଂଘ ଆନ୍ଦୋଳନ । ହିଟ୍ ଆଣ୍ଡ ରନ୍ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରତ୍ୟାହାର ଦାବିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସର୍ବ ଭାରତୀୟ ସ୍ତରରେ ଟ୍ରକ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ।
ଫଳରେ ପେଟ୍ରୋଲ ଡିଜେଲ ସମେତ ଆନ୍ତରାଜ୍ୟ ପରିବହନ ଠପ୍ ହେବାକୁ ଯାଉଛି।ଗତକାଲି ଡ୍ରାଇଭର ମହାସଂଘର ୬ଟି ଫେଡେରେସନ୍ ଦିଲ୍ଲୀରେ ବୈଠକ କରିଥିଲେ । ବୈଠକ ପରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇନପାରିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login