ଭୁବନେଶ୍ୱର : ଆଜିଠାରୁ ୧୫ ତାରିଖ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଜାନୁଆରୀ ୫ରୁ ୨୫ ଭିତରେ ରେଜଲ୍ଟ ଅପଲୋଡ କରିବେ କଲେଜ କତ୍ତୁପକ୍ଷ । ପ୍ରାକ୍ଟିକାଲ ଓ ଇଣ୍ଟରନାଲ ଆସେସମେଣ୍ଟର ରେଜଲ୍ଟ ଅପଲୋଡ କରିବେ କର୍ତ୍ତୁପକ୍ଷ ।
Views: 51











