ବୈାଦ୍ଧ: ମୁକୁଳା ଡ୍ରେନରେ ପଡି ସାଇକେଲ ଆରୋହୀ ଗୁରୁତର । ପୁରୁଣା କଟକ ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାରେ ଅଘଟଣ । ମୁକୁଳା ଡ୍ରେନରେ ପଡିବାରୁ ଆଖିରେ ପଶିଗଲା ଲୁହା ରଡ୍ । ଗୁରୁତର ଅବସ୍ଥାରେ ବୈାଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଠିକାଦାରଙ୍କ ମନମାନି ଯୋଗୁଁ ବାରମ୍ବାର ଦୁର୍ଘଟଣା ଅଭିଯୋଗ ।
Views: 75