The Ultimate Managed Hosting Platform
ADVERTISEMENT

ଆକାଉଣ୍ଟାଣ୍ଟଙ୍କର ମାର୍କେଟ କମ୍ପ୍ଲେକ୍ସ ଓ ଜିମ

Facebook
Twitter
LinkedIn

ସୁନ୍ଦରଗଡ : ସୁନ୍ଦରଗଡର ଓଏସସିଏସସି ଲିମିଟେଡ ଜୁନିୟର ଆକାଉଣ୍ଟାଣ୍ଟଙ୍କ ବିପୁଳ ସମ୍ପତ୍ତି ଠାବ । ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ବାଲେଶ୍ୱରରେ ଅଛି ଗୋଟିଏ ୩ ମହଲା କୋଠା, ୩ ମହଲା ମାର୍କେଟ କମ୍ପ୍ଲେକ୍ସ ଓ ଜିମ ରହିଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ଦାମୀ ୪ ଟି ପ୍ଲଟ । ୧୭୫ ଗ୍ରାମ ସୁନା ସହ ଆକାଉଣ୍ଟାଣ୍ଟଙ୍କ ଗୋଟିଏ ୪ ଚକିଆ ଗାଡି ମଧ୍ୟ ଅଛି । ୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର ।ରବୀନ୍ଦ୍ର କୁମାର ବାରିକ ସିଭିଲ ସପ୍ଲାଏ ଅଫିସ୍ ଜୁନିଅର ଆକାଉଣ୍ଟାଣ୍ଟ ଭାବରେ ସୁନ୍ଦରଗଡ଼ରେ କାର୍ୟ୍ୟରତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login