The Ultimate Managed Hosting Platform
ADVERTISEMENT

ଆଉ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଡେଙ୍ଗୁ ସଂଖ୍ୟା । ତେଣୁ ଅଧିକ ଟେଷ୍ଟିଂ ନେଇ ରାଜ୍ୟ ସରକାର ଅଧିକ ୨ଟି ସ୍ଥାନରେ କରିଛନ୍ତି ବ୍ୟବସ୍ଥା । ଡେଙ୍ଗୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । ବର୍ଷା ଲାଗି ରହିଥିବାରୁ ଡେଙ୍ଗୁ କେତେ ଦିନ ରହିବ ଆକଳନ କଷ୍ଟକର । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି । ରାଜଧାନୀକ ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟ ଲାଗି ବ୍ୟବସ୍ଥା । ଆଇଆରସି ଭିଲେଜ ସ୍ଥିତ ଅର୍ବାନ ପିଏଚସି ଓ ପଟିଆ ସିଏଚସିରେ ହେବ ଡେଙ୍ଗୁ ଟେଷ୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login