The Ultimate Managed Hosting Platform
ADVERTISEMENT

ଆଇପିଏସ ସାଗରିକାଙ୍କ ବାପା, ମାଆଙ୍କୁ ଆକ୍ରମଣ

Facebook
Twitter
LinkedIn

ଭୁବନେଶ୍ୱର : ଆଇପିଏସ ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ଦୁର୍ବତ୍ତଙ୍କ ଆକ୍ରମଣ । ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଆକ୍ରମଣ କରି ଲୁଟପାଟ । ସାଗରିକା ନାଥଙ୍କ ବାପା ମାଆ ଆମ୍ରି ହସ୍ପିଟାଲ ନ୍ଖଳଙ୍କ ସତ୍ୟସାର ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିଲେ । ୨ ଦୁବୃର୍ତ୍ତ ବାଇକରେ ଆସି କାର ଅଟକାଇ ଆକ୍ରମଣ କରି ଲୁଟିଲେ । ପାଖରେ ଯାହା ଟଙ୍କା , ମୋବାଇଲ ଓ ସୁନା ଜିନିଷ ଅଛି ଦେଇଦେବାକୁ ଧମକାଇଥିଲେ। ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ପାଟି ଶୁଣି କିଛି ଲୋକ ପହଞ୍ଚି ଯିବାରୁ ଭୟରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏ ନେଇ ଭରତପୁର ଥାନାରେ ଏତଲା ପରେ ପୋଲିସର ଛାନଭିନ । ପ୍ରତିଦିନ ରାଜଧାନୀରେ ଲୁଟ୍, ଛିନତାଇ ଭଳି ଘଟଣା ଘଟିଚାଲିଥିବାରୁ ଭୟଭୀତ ହୋଇ ରହିଛନ୍ତି ରାଜଧାନୀ ବାସିନ୍ଦା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login