The Ultimate Managed Hosting Platform
ADVERTISEMENT

ଆଇନଠୁ ବଡ କେହି ନାହିଁ : ଧର୍ମେନ୍ଦ୍ର ପ୍ରଧାନ

Facebook
Twitter
LinkedIn

ନୂଆଦିଲ୍ଲୀ : ରାହୁଲଙ୍କୁ ଦଣ୍ଡାଦେଶ ଓ ସଦସ୍ୟତା ରଦ୍ଦ ପ୍ରସଙ୍ଗ । ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇନ ବଡ କେହିନାହିଁ । ଭାରତର ଆଇନ ପଦ୍ଧତିରେ ସମସ୍ତେ ସମାନ । ଏହିପରି ଦଣ୍ଡାଦେଶ ଦେଶରେ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ସାଂସଦ ଓ ବିଧାୟକଙ୍କୁ ଦଣ୍ଡାଦେଶ ହୋଇଛି । ୨୦୧୩ରେ ୁପା ସରକାର ଅଧ୍ୟାଦେଶ ଆଣିଥିଲା । ଏହି ଅଧ୍ୟାଦେଶକୁ ଯୁବରାଜ ଫାଡି ଦେଇଥିଲେ । ଗାନ୍ଧୀ ପରିବାର ନିଜ ପାଇଁ ସ୍ୱତନ୍ତ୍ର ଆଇପିସି ଚାହେଁ । କିନ୍ତୁ କୋର୍ଟର ନିର୍ଣ୍ଣୟ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି ।

ଆମ ପରିବାର ବଳିଦାନ ଦେଇଛି -ପ୍ରିୟଙ୍କା
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login