The Ultimate Managed Hosting Platform
ADVERTISEMENT

ଆଇଡି ବିସ୍ଫୋରଣ : ୩ ଯବାନ ଗୁରୁତର

Facebook
Twitter
LinkedIn

ବୌଦ୍ଧ : ପୁଣି ମାଓବାଦୀ ସକ୍ରିୟ । ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ । ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଫୁଟିଲା ଲ୍ୟାଣ୍ଡମାଇନ । ୩ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର ପାଇଁ ପଠାଯାଇଛି ୨ ଟିମ । ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା ନେଇ ସୂଚନା ଦେଇଛନ୍ତି ବୈାଦ୍ଧ ଏସପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login