The Ultimate Managed Hosting Platform
ADVERTISEMENT

ଆଇଟି ରେଡ: ଟିଟିଲାଗଡରୁ ମିଳିଲା ୧୧ କୋଟି

Facebook
Twitter
LinkedIn

ଟିଟିଲାଗଡ : ଟିଟିଲାଗଡର ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତି ଶେଷ ନେଇ ସମ୍ବଲପୁର ଏସବିଆଇ ଉପମହାପ୍ରବନ୍ଧକଙ୍କ ସୂଚନା । ଟିଟିଲାଗଡ ଏସବିଆଇରେ ଗଣତିରୁ ମିଳିଛି ୧୧ କୋଟି ଟଙ୍କା । ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନୋଟ ନାହିଁ । ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫୦୦, ୨୦୦ ଓ ଶହେ ଟଙ୍କିଆ ନୋଟ । ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୦ କୋଟି ଟଙ୍କା ଗଣତି ସରିଲାଣି । ଆସନ୍ତା କାଲି ସୁଦ୍ଧା ଗଣତି ସରିଯିବ ବୋଲି ଆଶା । ବିଭିନ୍ନ ସ୍ଥାନରୁ ୧୫ ମେସିନ ଓ ୧୦ କର୍ମଚାରୀ ମଗାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login