The Ultimate Managed Hosting Platform
ADVERTISEMENT

ଅମ୍ରିତ ମୋହନ ପ୍ରସାଦ ହେଲେ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି

Facebook
Twitter
LinkedIn

ଭୁବନେଶ୍ୱର : ଅମ୍ରିତ ମୋହନ ପ୍ରସାଦ ହେଲେ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି । ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଅମ୍ରିତ ମୋହନ ପ୍ରସାଦ ଓଡ଼ିଶାରେ ଜେଲ ଡିଜି ଅଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ରାଜ୍ୟ ସରକାର ମଞ୍ଜୁର ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login