The Ultimate Managed Hosting Platform
ADVERTISEMENT

ଅଭିନେତା ସୁନୀଲ ସିନ୍ଦେଙ୍କ ଦେହାନ୍ତ

Facebook
Twitter
LinkedIn

ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ସୁନୀଲ ସିନ୍ଦେଙ୍କ ପରଲୋକ। ସୋମବାର ଦିନ ସେ ତାଙ୍କ ମୁମ୍ବାଇ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ସୁନୀଲଙ୍କୁ ପ୍ରାୟତଃ ୭୫ ବର୍ଷ ହୋଇଥିଲା। ସୁନୀଲ ଟିଭି ସିରିଏଲ ‘ସର୍କସ’ରେ କାମ କରୁଥିଲେ। ଏହି ସିରିଏଲରେ ସେ ଶାହାରୁଖ ଖାନଙ୍କ ଅଭିନୀତ ଚରିତ୍ରର ବାବୁଜୀ ହୋଇଥିଲେ । ଏହା ବ୍ୟତୀତ ସେ ଦୁରଦର୍ଶନର ଅନେକ ସିରିଏଲରେ କାମ କରିଛନ୍ତି।

କୁହାଯାଉଛି କି ଶରୀରର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ରାତି ପ୍ରାୟ ୧ଟା ବେଳେ ତାଙ୍କ ବିଲେପର୍ଲ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଶେଷ ରୀତିନୀତି ସୋମବାର ଦିନ ୧ ଟାରେ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login