The Ultimate Managed Hosting Platform
ADVERTISEMENT

ଅଭିନେତାଙ୍କୁ ଭେଟିଲେ ଅମିତ୍‌ ଶାହା

Facebook
Twitter
LinkedIn

ବର୍ତ୍ତମାନ ସମସ୍ତେ ତେଲୁଗୁ ଅଭିନେତା ଜୁନିୟର ଏନ୍‌ଟିଆର ଫ୍ୟାନ୍ସ। ଏବେ ରାଜନୀତିରେ ମଧ୍ୟ ଅଭିନେତାଙ୍କ ଅଭିନୟକୁ ତୀବ୍ର ପ୍ରଶଂସା କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଯାହା ପରେ ଲୋକମାନେ ନା ନା  ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ କରିଛନ୍ତି। ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ଲୋକମାନେ ଅଭିନେତାଙ୍କ ରାଜନୀତିରେ ପ୍ରବେଶକୁ ଅନୁମାନ କରୁଛନ୍ତି।

ଅମିତ ଶାହା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ମୁନୁଗୋଡୁରେ ଏକ ସାଧାରଣ ସଭା ପାଇଁ ଯାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସାଧାରଣ ସଭା ପରେ ଶାହା ଏକ ହୋଟେଲରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ସେ ଟ୍ୱିଟରରେ ଅଭିନେତାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି। ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login