ନୂଆଦିଲ୍ଲୀ : “ଅପରେସନ ସିନ୍ଦୂର”ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୈାଫ ଆଜହର ସଫା । ଭାରତୀୟ ସେନାର ମିଜାଇଲ ମାଡରେ ମୃତ୍ୟୁ ସୂଚନା । କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟର ମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି ।
ତେବେ କିଏ ସେହି ଅବଦୁଲ ରୌଫ? ବର୍ତ୍ତମାନ ଚର୍ଚ୍ଚାରେ ଆତଙ୍କୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ । ଆସନ୍ତୁ ଜାଣିବା.. ଅବଦୁଲ ପାକିସ୍ତାନରେ ନମାଜଃଏ-ଜନାଜା ଆୟୋଜନ କରିଥିଲା । ଅବଦୁଲ ରୌଫ ଜେଇଏମର ବରିଷ୍ଠ ସଦସ୍ୟ ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି-୮୧୪ କରିଥିଲା ଅପହରଣ । ୨୦୦୧ ଭାରତୀୟ ସଂସଦ ଆକ୍ରମଣରେ ଥିଲା ମାଷ୍ଟରମାଇଣ୍ଡ । ୨୦୧୬ ପଠାନକୋଟ ଏୟାରଫୋର୍ସ ବେସ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲାା
Views: 68