ଯାଜପୁର : ଯାଜପୁର ଦାନଗଦିରେ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଅଭିଯୋଗ ଘଟଣା । ଅପପୁଷ୍ଟି ଅଞ୍ଚଳକୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯିବାକୁ ନିଦେ୍ର୍ଦଶ । ଗ୍ରାଉଣ୍ଡରୁ ସ୍ଥିତି ପରଖି ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ । ମେ ୧୮ରେ ଜିଲ୍ଲାପାଳ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ହାଜର ପାଇଁ ନିଦେ୍ର୍ଦଶ । ରାଜ୍ୟ ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ଅତିରିକ୍ତ ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିଦେ୍ର୍ଦଶ । ଭିସି ମାଧ୍ୟମରେ ସମସ୍ତଙ୍କୁ ହାଜର ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଦଶ ।
Views: 71