The Ultimate Managed Hosting Platform
ADVERTISEMENT

ଅନ୍ୟ ଜାତିରେ ବିବାହ ପାଇଁ ବାରଣ ; ଥାନାରେ ମାମଲା

Facebook
Twitter
LinkedIn

ବ୍ରହ୍ମପୁର : ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ଅଭିଯୋଗ ଘଟଣା । ଅତିିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ । କୈବର୍ତ୍ତ ସମାଜ ବିରୋଧରେ ଛତ୍ରପୁର ଥାନାରେ ମାମଲା ରୁଜୁ । ମାମଲା ରୁଜୁ ନେଇ ସୂଚନା ଦେଲେ ଛତ୍ରପୁର ଏସପି । ଆସିକା ତହସିଲଦାରଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । କୈବର୍ତ୍ତ ସମାଜ ବାରଣ କରିଥିବା ଥାନାରେ ଅଭିଯୋଗ । ପୁଅର ଅନ୍ୟ ଜାତିରେ ବିବାହର ଯୋଗୁଁ ବାରଣ କରିଥିବା ଅଭିଯୋଗ କରିଥିଲେ । ଏକ ବିବାହରେ ଭୋଜିକୁ ବାରଣ ସହ ଅପମାନିତ କରାଯାଇଥିବା କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login