The Ultimate Managed Hosting Platform
ADVERTISEMENT

ଅଧା ରହିଗଲା ଜଗା ଦର୍ଶନ ; ୨ ଯୁବକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଭୁବନେଶ୍ୱର : ଅଧା ରହିଗଲା ଜଗା ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଭୁବନେଶ୍ୱର ବଡଗଡ ଥାନା ବିଜେବି ନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ । ମୃତକ ଜଣକ ନୟାଗଡର ହୋଇଥିବା ବେଳେ ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login