The Ultimate Managed Hosting Platform
ADVERTISEMENT

ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ୭୫ ଲକ୍ଷ

Facebook
Twitter
LinkedIn

ବାରଙ୍ଗ :ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ତ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ । ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ୭୫ ଲକ୍ଷ ଜବତ । ୩ଟି ସୁଉଚ୍ଚ କୋଠା , ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ପ୍ଲଟ ପାଇଲା ଭିଜିଲାନ୍ସ । ଭୁବନେଶ୍ୱର ବଡଗଡର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି । ବଡଗଡ ବ୍ରିଟ କଲୋନୀରେ ୩ ମହଲା କୋଛା ଓ ଉତ୍ତରାରେ ୨ବିଏଚକେ ଫ୍ଲାଟ ରହିଛି । ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି । ଭୁବନେଶ୍ୱରରେ ୩ଟି ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ ହୋଇଛି । ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର ସମେତ ୪ଟି ବାଇକ ଠାବ । ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଜମାର ତଦନ୍ତ ଜାରି ରହିଛି । ୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login