The Ultimate Managed Hosting Platform
ADVERTISEMENT

ଅଡୁଆ ବଢାଇଲେ ଅଧୀରାଜ !

Facebook
Twitter
LinkedIn

ଭୁବନେଶ୍ୱର : ଲୋକାର୍ପଣ ଉତ୍ସବକୁ ଯାଇ କଂଗ୍ରେସକୁ ଅଡୁଆରେ ପକାଇଲେ ଅଧୀରାଜ। ବିଧାୟକ ଅଧୀରାଜ ପାଣିଗ୍ରାହୀ ଉତ୍ସବକୁ ଯିବା ପରେ ଦଳରେ ଅସନ୍ତୋଷ। ଉତ୍ସବରେ ଯୋଗ ଦେବା ସହ ପ୍ରକଳ୍ପକୁ ପ୍ରଶଂସା କରିଥିଲେ ଅଧୀରାଜ। ଅଧୀରାଜ ଏଭଳି କହିବା ଠିକ ହୋଇନି କହିଲେ ସୁର ରାଉତରାୟ। ଖବର ପିସି ସଭାପତି ଓ ପ୍ରଭାରୀ ଜାଣିଲେଣି,ସେମାନେ ନିଷ୍ପତ୍ତି ନେବେ। ସେଠାକୁ ନ ଯିବା ପାଇଁ ଦଳ ତରଫରୁ କୁହାଯାଇନଥିଲା କହିଲେ ଅଧୀରାଜ। ନ ଯିବା ପାଇଁ କୁହାଯାଇନି କି ପ୍ରକଳ୍ପ ବିରୋଧ ପାଇଁ ବି ଦଳ କହିନି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login