The Ultimate Managed Hosting Platform
ADVERTISEMENT

ଅଡ଼ୁଆ ରେ ରିଭାବା ଜାଡେଜା

Facebook
Twitter
LinkedIn

ଗୁଜରାଟ ବିଧାନସଭା ନିର୍ବାଚନରେ ଜାମନଗର ଉତ୍ତରରୁ ବିଜେପିର ଆଶାୟୀ ପ୍ରାର୍ଥୀ ରିଭାବା ଜାଡେଜାଙ୍କ ପାଇଁଅ ଅଡ଼ୁଆ ସୃଷ୍ଟି ହୋଇଛି। ରବିନ୍ଦ୍ର ଜାଡେଜାଙ୍କ ବାପା ଭିଡିଓ ଜାରି କରି କଂଗ୍ରେସର ଆଶାୟୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହା ଉପରେ ଲୋକେ ମଜା ଉଡ଼ାଇ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।

ରବିନ୍ଦ୍ର ଜାଡେଜାଙ୍କ ବାପା ଜାମନଗରର ଜନତାଙ୍କୁ କଂଗ୍ରେସ ଆଶାୟୀଙ୍କୁ ଭେଟ୍‌ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ‘ମୁଁ ଅନିରୁଦ୍ଧ ସିଂ ଜାଡେଜା କଂଗ୍ରେସ ପ୍ରାର୍ଥୀ ବିପେନ୍ଦ୍ର ସିଂ ଜାଡେଜାଙ୍କୁ ଭୋଟ୍‌ ଦେବାକୁ ଅପିଲ୍‌ କରୁଛି। ସେ ମୋ ସାନଭାଇ ଭଳି। ମୁଁ ବିଶେଷ କରି ରାଜପୁତ ମତଦାତାମାନଙ୍କୁ ବିପେନ୍ଦ୍ର ସିଂଙ୍କୁ ଭୋଟ୍‌ ଦେବାକୁ ଅପିଲ୍‌ କରୁଛି’।

ୟୁଥ୍‌ କଂଗ୍ରେସର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲୁ ଏହି ଭିଡିଓକୁ ସେୟାର କରାଯାଇଛି। ଏଥିରେ ଲେଖାଯାଇଛି କି, ଗୁଜରାଟରେ ରବିନ୍ଦ୍ର ଜାଡେଜାଙ୍କ ବାପା ନିଜ ବିଜେପି ପ୍ରାର୍ଥୀ ବୋହୂଙ୍କ ବିରୋଧରେ ଫିଲ୍ଡିଂ ଟାଇଟ୍‌ କରି ଦେଇଛନ୍ତି। ସେ ଲୋକମାନଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍‌ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login