କୁଚିଣ୍ଡା: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଗୋଟିଏ ପରିବାରର ୧୦ ଜଣ ଆହତ ହୋଇଛନ୍ତି । କୁଚିଣ୍ଡା ଥାନା ଘୋଡାବାନ୍ଧୁଣୀ ଛକ ନିକଟରେ ଓଲଟିଲା ଅଟୋ । ୧୦ ଜଣ ଆହତଙ୍କ ମଧ୍ୟରେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଟୋରେ ତେରେଙ୍ଗାମାଳରୁ କୁଚିଣ୍ଡା ଯିବା ବାଟରେ ଦୁର୍ଘଟଣା ଘଟିଛି ।
Views: 73











