The Ultimate Managed Hosting Platform
ADVERTISEMENT

ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ! ବାଘ ଉପରେ ନଜର ପାଇଁ ଲାଗିଲା ଟ୍ରାପ କ୍ୟାମେରା

Facebook
Twitter
LinkedIn

କେନ୍ଦୁଝର : ଅଟେଇ ସରଂକ୍ଷିତ ଜଙ୍ଗଲରେ ବାଘ ଥିବା ନେଇ ସନେ୍ଦହ । ହରିମର ଗଳିତ ମୃତଦେହ , ବାଘ ପାଦଚିହ୍ନ ଠାବ ପରେ ବନ ବିଭାଗର ତତ୍ପରତା । ବାଘ ଉପରେ ନଜର ରଖିବା ପାଇଁ ଲାଗିଲା ଟ୍ରାପ କ୍ୟାମେରା । ଗଣନା ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଥିବା ସନେ୍ଦହ । ପ୍ରାରମ୍ଭିକ ତଦନ୍ତରେ କେଉଁ ବାଘର ପାଦ ଚିହ୍ନ ଜଣାପଡିନାହିଁ । ଫଟୋ ଉତ୍ତୋଳନ ପାଇଁ ବନବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login