The Ultimate Managed Hosting Platform
ADVERTISEMENT

ଅଗ୍ନିଶମ ସେବା ବିଭାଗରେ ୨୬ ନୂଆ ପଦବୀକୁ ଅନୁମୋଦନ

Facebook
Twitter
LinkedIn

ଭୁବନେଶ୍ୱର : ଅଗ୍ନିଶମ ସେବା ବିଭାଗରେ ୨୬ ନୂଆ ପଦବୀକୁ ଅନୁମୋଦନ । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଟି ଷ୍ଟେସନ ଅଫିସର ପଦବୀକୁ ଅନୁମୋଦନ । ୩ଟି ଲିଡିଂ ଫାୟାରମ୍ୟାନ ପଦବୀକୁ ଅନୁମୋଦନ । ୨୦ଟି ଫାୟାର ମ୍ୟାନ ପଦବୀକୁ ମଞ୍ଜୁରୀ । ନୂଆ ପଦବୀ ସୃଷ୍ଟି ହେବା ପରେ ଆହୁରି ଦକ୍ଷ ହେବ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login